ସରକାରୀ ଯୋଜନା ଅପେକ୍ଷାରେ ଦେବାନନ୍ଦ ମୁଖି

ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବୁରୁକୁନା‌ ପଞ୍ଚାୟତ ଝୁଲା ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ମୁଖିଙ୍କ ଗୋଡ଼ ଭାଙ୍ଗି ଯିବା ସହ ତାଙ୍କ ପୁଅ ଭିନ୍ନକ୍ଷମ ହୋଇଥିବାରୁ ଭିନ୍ନକ୍ଷମ ଭତ୍ତା ଅନ୍ତୋଦୟ ଯୋଜନା ଓ ସମସ୍ତ ସରକାରୀ ଯୋଜନା ଯୋଗଇ ଦେବା ପାଇଁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version