ସରକାରୀ ପୋଷ୍ଟର, ବ୍ୟାନର ନେଇ ସିଇଓଙ୍କୁ ଫେରାଦ ହେଲା ବିଜେପି

ଆଦର୍ଶ ଆଚରଣ ବିଧି ସତ୍ତ୍ବେ ଭୁବନେଶ୍ବର ଓ କଟକରେ ସରକାରୀ ପୋଷ୍ଟର, ବ୍ୟାନର ଲାଗିଥିବା ଅଭିଯୋଗ କରିଛି ବିଜେପି।

ଗ୍ରାମାଞ୍ଚଳରେ ବିଭିନ୍ନ କାନ୍ଥରେ ମଧ୍ୟ ପୋଷ୍ଟର ଲାଗିଥିବା କହିଛି। ସିଇଓଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes