ସରକାରୀ ଖୁଚୁରା ବିକ୍ରେତାମାନଙ୍କୁ ପ୍ରଶିକ୍ଷଣ ଶିବିର

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଆଜି ମଧ୍ୟାହ୍ନରେ ସରକାରୀ ଖୁଚୁରା ବିକ୍ରେତାମାନଙ୍କୁ ଜନସେବା କେନ୍ଦ୍ର ଦ୍ୱାରା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହା ଦ୍ଵାରା ସାଧାରଣ ଲୋକମାନେ ରାସନ ଆଣିବାକୁ ଯାଉଥିବା ବେଳେ ଗୋଟିଏ ସ୍ଥାନରେ ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇପାରିବେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes