ସରକାରୀ ଅର୍ଥ ହେରଫେର; ସରପଞ୍ଚ ନିଲମ୍ବିତ

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ରାଢ଼ୋ ପଞ୍ଚାୟତର ସରପଞ୍ଚ ବସେନ ମାରାଣ୍ଡିଙ୍କୁ ନିଲମ୍ବନ କଲା ପଞ୍ଚାୟତିରାଜ ବିଭାଗ।

ଷ୍ଟ୍ରିଟ୍‌ ଲାଇଟ୍ ଲଗାଇବାରେ ଦୁର୍ନୀତି ନେଇ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବାପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes