ସରକାରଙ୍କ ୨ବର୍ଷ ପୂର୍ତ୍ତି, ନିରାଡମ୍ବର ହେବ: ମୁଖ୍ୟମନ୍ତ୍ରୀ

ସରକାରଙ୍କ ୨ ବର୍ଷ ପୂର୍ତ୍ତି, ନିରାଡମ୍ବର ପାଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ୧୨ରୁ ୨୧ ଜୁନ୍ ପର୍ଯ୍ୟନ୍ତ ପାଳନ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଉତ୍ସବ ପରିବର୍ତ୍ତେ ତଥ୍ୟ ପ୍ରସାର ଉପରେ ଅଧିକ ଫୋକସ୍‌ ରହିବ। ସରକାରଙ୍କ ଉପଲବ୍ଧି ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ବ ରହିବ କହିଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes