ସରକାରଙ୍କୁ ବୋର୍ଡ ହାଇସ୍କୁଲ ତଲବ

ବୋର୍ଡ ହାଇସ୍କୁଲକୁ ସରକାର ନିଜ ଅଧୀନକୁ ନେବା ପ୍ରସଙ୍ଗରେବରାଜ୍ୟ ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଛନ୍ତି।

କାହିଁକି ବିଜ୍ଞପ୍ତି ରଦ୍ଦ କରାନଯିବ ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜାନୁଆରୀ ୩୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes