ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସୁପାରିଶ ଆଧାରରେ ନିଲମ୍ୱନ ହୋଇଥିବା ସୂଚନା ମିଳିଛି।
ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି। ନିର୍ଦ୍ଦିଷ୍ଟ ଅଭିଯୋଗ ଆଧାରରେ ଆସିଷ୍ଟାଣ୍ଟ ପ୍ରଫେସର୍ ସରୋଜ ସାହୁ ନିଲମ୍ୱିତ ହୋଇଛନ୍ତି।
Credible Local News of Odisha