ସମ୍ଭାବ୍ୟ ବାତ୍ୟା ପାଇଁ ଏନଡ଼ିଆରଏଫ,ଓଡ୍ରାଫ ଟିମ ପ୍ରସ୍ତୁତ

ସମ୍ଭାବ୍ୟ ବାତ୍ୟାର ତୀବ୍ରତା ଓ ଗତିପଥ ନେଇ ଆଇଏମଡି ସ୍ପଷ୍ଟ କରି ନ ଥିଲେ ମଧ୍ୟ ଏହାର ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଥିବା ରାଜ୍ୟ ସରକାର ଆଜି କହିଛନ୍ତି l

ଏଥିପାଇଁ 17 ଟି ଏନଡ଼ିଆରଏଫ, 20 ଟି ଓଡ୍ରାଫ ଏବଂ 175 ଟି ଅଗ୍ନିଶମ ଟିମ ପ୍ରସ୍ତୁତ ଥିବା ସରକାର କହିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes