ସମ୍ବିତ ପାତ୍ରଙ୍କ ଗାଡି ଉପରକୁ ଟମାଟୋ, କାଳି ମାଡ଼

ପେଟ୍ରୋଲ ଓ ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ କର୍ମୀମାନେ ପୁରୀ ସହରର ଝାଡ଼େଶ୍ୱରୀ କ୍ଲବ ଛକରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡି ଉପରକୁ ଟମାଟୋ ଓ କାଳି ମାଡ଼ କରିଥିବା ଦେଖିବାକୁ ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes