ସମ୍ବାଦ ପତ୍ରିକା ପକ୍ଷରୁ ପ୍ରକାଶିତ “ଆମ ପାଞ୍ଜି” ଉନ୍ମୋଚିତ

ଗଜପତି ଜିଲ୍ଲା କାଶୀନଗରଠାରେ ଆଜି କାଶୀନଗର ସ୍ଥିତ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟାରେ ଆମ ପାଞ୍ଜି ଉନ୍ମୋଚିତ ହୋଇଯାଇଛି।

କାଶୀନଗର ଏନ୍ ଏ ସି ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ ଏହାକୁ ଉନ୍ମୋଚିତ କରିଥିଲେ।ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସହରର ବହୁ ଓଡ଼ିଆ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes