ସମ୍ବଲପ୍ବର ଦାନୀପାଲି ରାମଚଣ୍ଡୀ ମନ୍ଦିରରେ କୁଳିତା ସମାଜର ବନ୍ଧୁ ମିଳନ

ରବିବାର ଦିନ ସମ୍ବଲପୂର ଦାନୀପାଳି ରାମଚଣ୍ଡୀ ମନ୍ଦିରରେ କୁଲିତା ସମାଜର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କୁନି କୁନି ପୁଅଝିଅମାନଙ୍କ ପ୍ରତିଭା ପ୍ରଦର୍ଶନ ସହିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes