ସମ୍ବଲପୁର ଜିଲ୍ଲା ପରିଷଦର ବୈଠକ

ସମ୍ବଲପୁର ଜିଲ୍ଲା ପରିଷଦର ବୈଠକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଏହି ଵୈଠକରେ ଜିଲ୍ଲା ପରିଷଦର ସଭାପତି କୁମୁଦିନି ନାଏକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ଜିଲ୍ଲା ପରିଷଦର ସବୁ ସଭ୍ୟମାନେ ଉପସ୍ଥିତ ରହିଥିଲେ । ବୈଠକରେ ଜିଲ୍ଲାରେ ଚାଳୁଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes