ସମ୍ବଲପୁରୀ ଦିବସ ଓ ଗୋଦାବରୀଶ ଜୟନ୍ତୀରେ ପୁସ୍ତକ ପ୍ରଦର୍ଶନୀ

ସମାଲୋଚକ ଓ କବି ଗୋଦାବରୀଶ ମହାପାତ୍ରଙ୍କ 124 ତମ ଜୟନ୍ତୀ, ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ 59 ତମ ତିରୋଧାନ ଦିବସ, ଗଦଜାତ ପ୍ରଜାମଣ୍ଡଳ ଆନ୍ଦୋଳନ ନେତା ମହେଶ ଚନ୍ଦ୍ର ସୁବାହୁସିଂହଙ୍କ 64 ତମ ଶ୍ରାଦ୍ଧ ଉତ୍ସବ ଓ ଗୁରୁ ସତ୍ୟନାରାୟଣ ବହିଦାରଙ୍କ 109 ତମ ଜୟନ୍ତୀ ଉପଲକ୍ଷେ ସମ୍ବଲପୁରୀ ଦିବସ ପାଳନ ଅବସରରେ ଭୁବନେଶ୍ୱରସ୍ଥିତ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version