ସମ୍ବଲପୁରରେ ଦିନକରେ ୬୬ କରୋନାରେ ଆକ୍ରାନ୍ତ August 1, 2022 by Rameswar mahakur ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୬୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି l