ସମ୍ବଲପୁରରେ ଛାତ୍ରଙ୍କୁ ରାଗିଂ ଘଟଣାରେ ୮ ଛାତ୍ର ହଷ୍ଟେଲରୁ ବିଦା

ସମ୍ବଲପୁର ସ୍ଥିତ ବିକାଶ ସ୍କୁଲରେ ଜଣେ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଘଟଣାକୁ ଗୁତୁତର ସହ ନେଇ ୮ ଛାତ୍ରଙ୍କୁ ହଷ୍ଟେଲରୁ ବିଦା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ଉଲ୍ଲେଖଯୋଗ୍ୟ, ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀ ଆକ୍ରମଣ କରିବା ସହ ଉଲଗ୍ନ କରି ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes