ସମ୍ବଲପୁରରେ ଗୋଷ୍ଠୀ ସଂଘର୍ଷ: ୫ ଅଟକ

ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା କୁମ୍ଭାରପଡ଼ାରେ ସଂଘର୍ଷ ଘଟିଥିବା ବେଳେ ଉଭୟ ଗୋଷ୍ଠୀର ୫ ଜଣ ଅଟକ ଅଛନ୍ତି।

ଗୋଷ୍ଠୀ ସଂଘର୍ଷ ସହ ଘର ଉପରକୁ ଟେକାମାଡ଼ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version