ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ସନ୍ତୋଷ ମହାପାତ୍ର

କମ୍ୟୁନିଟି ମିଡ଼ିଆ ନେଟ୍‌ୱର୍କ ଏବଂ ୟଙ୍ଗ ଇଣ୍ଡିଆ ପକ୍ଷରୁ କୋଣାର୍କ ଯାତ୍ରୀ ନିବାସଠାରେ ଓଡ଼ିଶା ମିଡ଼ିଆ ଆୱାର୍ଡ – ୨୦୨୨ ଅନୁଷ୍ଠିତ ସମାରୋହ ରେ କେନ୍ଦୁଝର ଜିଲ୍ଲାର ଖବରଦାତା ସନ୍ତୋଷ ମହାପାତ୍ର ସମ୍ବର୍ଦ୍ଧିତ ହୋଇଛନ୍ତି।

ଓଡ଼ିଶାରେ ସାମ୍ବାଦିକତାର ମୂଲ୍ୟବୋଧ , ଗୁଣାୟକ ମାନ , ନୂତନ ପରୀକ୍ଷା ନିରୀକ୍ଷା , ସାଧାରଣ ଲୋକଙ୍କ ସମସ୍ୟା ଲୋକଲୋଚନକୁ ଆଣିଥିବାରୁ ଚଳିତବର୍ଷ ଓଡ଼ିଶା ମିଡ଼ିଆ ଅୱାର୍ଡ – ୨୦୨୨ରେ ଶ୍ରେଷ୍ଠ ରିପୋର୍ଟର (କମ୍ୟୁନିଟି) ଭାବେ ଯୁବ ସାମ୍ବାଦିକ ସନ୍ତୋଷ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version