ସମାନ ସଂହିତାଲାଗୁ ଦାବିରେ ଜୁଲାଇ ୧୧ରେ ଧାରଣା

ସବୁନାଗରିକଙ୍କ ପାଇଁ ସମାନ ସଂହିତା ଲାଗୁ କରିବା ସହିତ, ଜାତି ଧର୍ମ ନିର୍ବିଶେଷରେ, ଦୁଇଟିସନ୍ତାନ ବାଧ୍ୟତାମୂଳକ, ଆଇନ ପ୍ରଣୟନ ଦାବିକରି, ଧାରଣା ଆସନ୍ତା ଜୁଲାଇ ୧୧ ତାରିଖରେ ଜିଲ୍ଲାପାଳ ଅଫିସ ସାମନରେ ଦିଆଯିବ ବୋଲି, ବଲାଙ୍ଗିର ଠାରେ ଅନୁଷ୍ଠିତ ଜନ ସଂଖ୍ୟା ସମାଧାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି କରା ଯାଇଛି।

ଆଜି ଅନୁଷ୍ଠିତ ସଭାରେ, ସ୍ୱାମୀ ସିତାରାମଣ୍ ଜୀ(ଚିତ୍ରକୁଟ)ଜନସଂଖ୍ୟା ଫାଉଣ୍ଡେସନର ରାଜ୍ୟସଭାପତି,ଶ୍ରୀ ବିପିନ ଦାସ,ଉପସଭାପତି,ବଳରାମ ସିଂଯାଦବ, ଆଡଭୋକେଟ ବଳଦେବ ବେଦବାଗ, ଅନନ୍ତ ଦାସ ,ଓ ଅନ୍ୟ ମାନେ ଯୋଗ ଦେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes