ସମସ୍ତ ରାଜସ୍ବ ଅଫିସ୍‌ରେ ଲାଗିବ ବାୟୋମେଟ୍ରିକ୍

କର୍ମଚାରୀଙ୍କ ଉପସ୍ଥାନ ପାଇଁ ସବୁ ରାଜସ୍ବ ଅଫିସ୍‌ରେ ବାୟୋମେଟ୍ରିକ୍ ଲାଗିବ ନେଇ ସମସ୍ତ ଜିଲ୍ଲାପାଳଙ୍କୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି କରିଛି।

ଅଧିକାଂଶ ଷ୍ଟାଫ୍ ଓ ଅଫିସରମାନେ ବିଳମ୍ବରେ ଆସୁଥିବାରୁ ପଦକ୍ଷେପ ନିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes