ସମବାୟ ସମିତିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷିତ

ତାଳଚେର ଉପଖଣ୍ଡ ଗୃହ ସମବାୟ ସମିତିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଆଜି ଘୋଷିତ ହୋଇଛି l

ସଭାପତି ଭାବେଦୀପକ କୁମାର ଥମ୍ବ,ଉପସଭାପତି ଭାବେ ମନୋଜ ସ୍ୱାଇଁ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି l ସେହିପରି ୭ଜଣ ନିର୍ଦ୍ଦେଶକ ଭାବେ ଶାନ୍ତିଲତା ଦାସ,ବଳରାମ କୁଣ୍ଡ, ଅଶୋକ ମହାରଣା,ବିରଞ୍ଚି ନାରାୟଣ ସିଠ,ପ୍ରସନ୍ନ କୁମାର ରାଉତ,ଫକୀର ମୋହନ ସେଠୀ ଓ ପ୍ରଫୁଲ୍ଲ ଥମ୍ବ ମନୋନୀତ ହୋଇଛନ୍ତି l ନିର୍ବାଚନ ଅଧିକାରୀ ପଦ୍ମନାଭ ସାହୁଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ସୋସାଇଟି ସମ୍ପାଦକ ସୁରେଶ କୁମାର ସ୍ୱାଇଁ ଏଥିରେ ସହଯୋଗ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes