ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ରହୁଛି, ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର, ଗ୍ରାଉଣ୍ଡରେ ସମସ୍ୟା ରହୁଛି, କିନ୍ତୁ ଜାଣିଶୁଣି ଅଣ୍ଡର ରିପୋଟିଂ କରାଯାଉଛି, ଗ୍ରାଉଣ୍ଡରେ ଯାହା ସମସ୍ୟା ଅଛି ତାକୁ ଆମ ପାଖକୁ ଆଣନ୍ତୁ, ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ୍ ରିପୋର୍ଟିଂ କରନ୍ତୁ, ରାଜ୍ୟର ସମସ୍ତ ସ୍କୁଲ୍ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି, ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ କହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।