ସବୁ ବର୍ଗ ପାଇଁ ବଜେଟ୍‌ ସହାୟକ ହେବ: ମୁଖ୍ୟମନ୍ତ୍ରୀ

ଐତିହାସିକ ବଜେଟ୍‌, ମୋଦିଙ୍କ ସ୍ବପ୍ନକୁ ସାକାର କରିବ। ବଜେଟ୍‌ରେ ଯୁବଶକ୍ତିକୁ ଫୋକସ୍‌ କରାଯାଇଛି। ଶିଳ୍ପ, କୃଷିକୁ ପ୍ରାଧାନ୍ୟ ଦିଆଯିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ବଜେଟ୍‌ରେ ଓଡ଼ିଶା ପାଇଁ ସ୍ବତନ୍ତ୍ର ଧ୍ୟାନ ନେଇ ଧନ୍ୟବାଦ ଜଣାଇଲେ। ଟର୍ଟଲ ଟ୍ରେଲ୍‌’, ‘NW-୫’, ‘ବିରଳ ମୃତ୍ତିକା କରିଡର’ ପାଇଁ କୃତଜ୍ଞତା ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes