ସବୁ କଲେଜରେ ଖୋଲିବ ଏନଏସଏସ ଶାଖା: ଉଚ୍ଚ ଶିକ୍ଷା ମନ୍ତ୍ରୀ

ଏନେଇ ସବୁ କଲେଜକୁ ସ୍ୱତନ୍ତ୍ର ଅନୁଦାନ ଦିଆଯାଉଛି, ସାମାଜିକ କାର୍ଯ୍ୟକ୍ରମକୁ କଲେଜରେ ଅଧିକ ତ୍ୱରାନ୍ୱିତ କରାଯିବ କହିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ।

ସାମାଜିକ ସଂସ୍କୃତି, କ୍ରୀଡ଼ାରେ ଅଧିକ ଯୋଗଦାନର ବ୍ୟବସ୍ଥା କରାଯାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version