ସପ୍ତାହେ ଭିତରେ ସବୁ କଲେଜରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ

ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି) ଗଠନ ପାଇଁ ଆଞ୍ଚଳିକ ନିର୍ଦ୍ଦେଶାଳୟ ଶିକ୍ଷା ନିର୍ଦ୍ଦେଶକ ସବୁ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି।

କମିଟି ଗଠନ ନ କଲେ ୨୦୨୬-୨୭ ବର୍ଷ ପାଇଁ ଲାଗିବ ଆଡମିଶନ କଟକଣା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes