ସପ୍ତାହିକ ବୁଣାକାର ବଜାରରେ ଯୋଗ ଦେଲେ ବୌଦ୍ଧ ଜିଲ୍ଲାପାଳ

ଆଜି ସକାଳ ୧୦ଟା ସମୟରେ ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ,ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ କହଁର, ତହସିଲଦାର ଶ୍ରୀ ଦେବୀପ୍ରସାଦ ଦାସ ଓ ସୂଚନା ଓ ଲୋକସମ୍ପକ ଅଧିକାରିଣୀ ବୌଦ୍ଧ ସହରରେ ଥିବା କୃଷକ ବଜାରରେ ଥିବା ସାପ୍ତାହିକ ବୁଣାକାର ହାଟ ପରିଦର୍ଶନ କରିଛନ୍ତି।

ଏହା ସହିତ ବୁଣାକାରମାନଙ୍କ ଓ ହାଟର ବିକ୍ରିବଟାର ସମୀକ୍ଷା କରିଥିଲେ । ଆହୁରି ଏଠାକାର ସୁଵିଧା ଅସୁବିଧା ସବୁରି ତଥ୍ୟ ପଚାରି ବୁଝିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes