ସପ୍ତମ ଶ୍ରେଣୀ ସ୍କୁଲ୍‌ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ୫ ଅଟକ

ସହାୟିକାଙ୍କ ସମେତ ୫ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ତଦନ୍ତ କରୁଛି।ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ସ୍କୁଲ୍‌ରେ ଲଜ୍ଜାଜନକ ଘଟଣା ଘଟିଛି। ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ କହିଲେ ଏସ୍‌ପି।ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes