ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା ଅବସରରେ ଆଜି ସ୍ଥାନୀୟ ଦୈନିକ ବଜାରରେ ମାଟି ହାତୀ ଘୋଡ଼ା ସହ ଅନ୍ୟାନ୍ୟ ଖେଳ ସାମଗ୍ରୀ କିଣାବିକା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।

Credible Local News of Odisha