ସନତ କୁମାର ନନ୍ଦନକାନନ ନିର୍ଦ୍ଦେଶକ

IFS ସନତ କୁମାର ଏନ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦ୍ଦେଶକ ହୋଇଛନ୍ତି। ପୂର୍ବରୁ ଉପନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ସନତ କୁମାର ଏନ୍।ନିର୍ଦ୍ଦେଶକ ଥିବା ମନୋଜ ଭି. ନାୟରଙ୍କୁ SPCB ମେମ୍ବର ସେକ୍ରେଟାରୀ ଦାୟିତ୍ବ ଦିଆଯାଇଛି। ଏଥିସହ ମନୋଜ ଭି. ନାୟରଙ୍କୁ ବନ୍ୟପ୍ରାଣୀ ଅତିରିକ୍ତ ପିସିସିଏଫ୍ ଦାୟିତ୍ବ ମିଳିଛି। CAMPA ସିଇଓ ଜି. ରାଜେଶଙ୍କୁ OFSDPର PD ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes