ଭୁବନେଶ୍ବର ସତ୍ୟବିହାର ଅଞ୍ଚଳରେ ଥିବା ଏକ ମହିଳା ହଷ୍ଟେଲରେ ଏହି ଘଟଣା ଘଟିଛି। ରୁମ୍ରେ ଦୀପ ଜାଳି ଛାତ୍ରୀମାନେ ମନ୍ଦିର ଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଛି।
ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲେ।
Credible Local News of Odisha