ସତ୍ୟନଗର ତୋଷାଳି ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ବର ତୋଷାଳି ଭବନର ରେକର୍ଡ ରୁମ୍‌ରେ ନିଆଁ ଲାଗିଥିବା ସୂଚନା ମିଳିଛି। ସର୍ଟ ସର୍କିଟରୁ ନିଆଁ ଲାଗି ଅନେକ କାଗଜପତ୍ର ପୋଡ଼ି ଯାଇଛି।

ଘଟଣାସ୍ଥଳରେ ଅଗ୍ନିଶମ ଟିମ୍‌ ଓ ଖାରବେଳନଗର ଥାନା ପୋଲିସ ପହଞ୍ଚିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes