ସତର୍କ ସଙ୍କେତ ଉପରେ ବୈତରଣୀ

ଭଦ୍ରକ ଆଖୁଆପଦାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଛି।ନସତର୍କ ସଙ୍କେତ ୧୭.୮୩ ମି. ଥିବାବେଳେ ଏବେ ପ୍ରବାହିତ ୧୮.୦୩ ମିଟର।

ବୈତରଣୀ ନଦୀର ବିପଦ ସଙ୍କେତ ୧୮.୩୩ ମିଟର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes