ସଡ଼କ ଦୁର୍ଘଟଣାରେ ଦୁଇ ମୃତ

ବଲାଙ୍ଗୀର ଜିଲ୍ଲା ବଲାଙ୍ଗୀର -ସମ୍ବଲପୁର ଜାତୀୟ ରାଜପଥର ମାଧିଆପଲ୍ଲୀ ନିକଟରେ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version