ସଡକ ସୁରକ୍ଷା ସଚେତନ ରାଲି ଆୟୋଜନ

ସ୍ଥାନୀୟ ଆଞ୍ଚଳିକ ପରିବହନ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନତା ରାଲି ଆଜି ଅନୁଷ୍ଠିତ ହୋଇଯାଇଛି।

କେନ୍ଦୁଝର ଡି ଏ ଭି ପବ୍ଲିକ ପରିସରରୁ ଏହି ରାଲି ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଯାଇ ଲୋକଙ୍କୁ ସଚେତନ କରାଯାଇଛି। ଛାତ୍ରୀଛାତ୍ର ତଥା ସ୍ଥାନୀୟ ସ୍ୱେଚ୍ଛାସେବୀ, ପରିବହନ ବିଭାଗର କର୍ମଚାରୀମାନେ ସାମିଲ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version