ସଡକ ଦୁର୍ଘଟଣାରେ ମଡେଲ ଡିଗ୍ରୀ କଲେଜ ଛାତ୍ରଙ୍କ ମୃତ୍ୟୁ

ଆଜି ସୁବର୍ଣ୍ଣପୁର ଜିଲ୍ଳା ସଦର ବ୍ଲକର ଜନମୁରା ଠାରେ ବାଇକ ଓ ଡମ୍ପର ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ବାଇକରେ ଥିବା ସୋନପୁର ମଡେଲ ଡିଗ୍ରୀ କଲେଜ ଛାତ୍ର ଆଲୋକ ଖୁରାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ବାଇକରେ ଥିବା ଆଉ ଜଣେ ଛାତ୍ର ମନୋଜ ଥାପାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes