ସଙ୍ଗୀତ କଳାକାରଙ୍କ ଦେହାନ୍ତରେ ଶୋକ

କେନ୍ଦୁଝର ର ସଙ୍ଗୀତ କଳାକାର ଡ଼ାଡି ମିକ୍ସର ମୁଖ୍ୟ ପ୍ରକାଶ ପାଢ଼ୀଙ୍କ ଦେହାନ୍ତରେ ଚାରିଆଡ଼େ ଶୋକଖେଳି ଯାଇଛି।

ମୃତ୍ୟୁର ସଠିକ୍ କାରଣ ଜଣା ପଡ଼ିନାହିଁ। ସେ ଜିଲ୍ଲାରେ ରେକର୍ଡ ମ୍ୟୁଜିକରେ ଗୀତ ଗାଈ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। କମ ବୟସରେ ଜିଲ୍ଲା ଓ ବାହାରେ ଗୀତ ଗାଇ ବେଶ୍ ନାମ କମେଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes