ସକାଳ ୯ଟା ପୂର୍ବରୁ ଥାନାରେ ବ୍ରିଫିଂ ପରେଡ୍

ରାଜ୍ୟର ସବୁ ଥାନାରେ ପ୍ରତିଦିନ ସକାଳ ୯ଟା ପୂର୍ବରୁ ‘ବ୍ରିଫିଂ ପରେଡ୍’ କରିବାକୁ ନିର୍ଦ୍ଦେଶ ଦେଲେ ପୋଲିସ୍‌ ଡିଜି।ନଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ଉଚ୍ଚସ୍ତରୀୟ ବୈଠକ ପରେ ସୂଚନା ଦେଇଛନ୍ତି। ଜନସାଧାରଣଙ୍କ ସହ ଆସ୍ଥା ଓ ସମନ୍ୱୟ ଆହୁରି ମଜବୁତ କରିବାକୁ ନିର୍ଦ୍ଦେଶ ରହିଛି। ERVରେ କାର୍ଯ୍ୟରତ ସବୁ କର୍ମଚାରୀଙ୍କୁ ବୃତ୍ତିଗତ ଓ ବ୍ୟବହାରିକ ତାଲିମ ଦିଅ କହିଛନ୍ତି ଡିଜିପି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes