ସଂରକ୍ଷିତ ଜଙ୍ଗଲରେ ଅବାଧରେ ଗଛକଟା

ସୋନପୁର ଜିଲ୍ଲା ବୀରମହାରାଜପୁର ବନାଞ୍ଚର ହତିଲିମୁଣ୍ଡା ସେକସନର ବୁରୁବୁଡା ସଂରକ୍ଷିତ ଜଙ୍ଗଲରେ ଅବାଧରେ ଗଛକଟା ହେଉଥିବା ଅଭିଯୋଗ ହେଉଛି।

ଏନେଇ ବନାଞ୍ଚଳ ଅଧିକାରୀ ଅଭିନାଶ ବରିହାଙ୍କୁ ଯୋଗାଯୋଗ କରାଯିବାରୁ ସନ୍ତୋଷ ଜନକ ଉତ୍ତର ମିଳିପାରିନାହିଁ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes