ସଂରକ୍ଷିତ ଜଙ୍ଗଲରୁ ବେଆଇନ ଚାଲାଣ, ଟ୍ରାକ୍ଟର ଜବତ

କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ନରଣପୁର ବିଟ ଗୋବିନ୍ଦପୁର ଗ୍ରାମ ନିକଟ ସଂରକ୍ଷିତ ଜଙ୍ଗଲରୁ ବେଆଇନ ବାଲି ଖୋଳି ଚାଲାଣ କରିଥିବା ଏକ ଟ୍ରାକ୍ଟର ( ଓଡ଼ି ୦୯କ୍ୟୁ ୬୩୭୮)କୁ ବନ ବିଭାଗ ଧରିଛି।

ଫରେଷ୍ଟର ପି.କେ.ବାରିକ, ବନରକ୍ଷୀ ସ୍ୱାଗତିକା ପଟ୍ଟନାୟକଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇଥିଲା। ଅଭିଯୁକ୍ତ ଡ୍ରାଇଭର ଫେରାର ହୋଇଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes