ସଂଜୀବ ପଣ୍ଡା ହେଲେ ଟୁଇନ ସିଟି ପୁଲିସ କମିଶନର

ଆଜି ଆଇପିଏସ ସ୍ତରରେ ଅଦଳବଦଳ କରିଥିବା ରାଜ୍ୟ ସରକାର ଆଇପିଏସ ସଂଜୀବ ପଣ୍ଡାଙ୍କୁ କଟକ-ଭୁବନେଶ୍ୱର ଟୁଇନ ସିଟି ପୁଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes