ସଂକୀର୍ତ୍ତନ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ସୋନପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଚମ୍ପାପୁର ଗ୍ରାମରେ ଆଜି ସରକାରଙ୍କର ଜନହିତକର ଯୋଜନାର ସଂକୀର୍ତ୍ତନ ମାଧ୍ୟମରେ ଲୋକଙ୍କୁ ସଚେତନତା କରୁଥିବା ଦେଖିବାକୁ ମିଳିଛି।

ଏହି ଅବସରରେ ସ୍ଥାନୀୟ ବ୍ଳକ ଉପାଧ୍ୟକ୍ଷ ନାରାୟଣ ଓ ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ ସାମିଲ ହୋଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes