ଷ୍ଟେନଲେସ ଷ୍ଟିଲ ଏବଂ ଏହାର ବିଭିନ୍ନ ପ୍ରୟୋଗ କ୍ଷେତ୍ରରେ ବୈଷୟିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଶାର ବୈଷୟିକ ଶିକ୍ଷା ଏବଂ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ ଆଜି ଜିନ୍ଦଲ ଷ୍ଟେନଲେସ ଷ୍ଟିଲ ସହ ଏକ ବୁଝାମଣାପତ୍ର ସ୍ଵାକ୍ଷର କରିଛନ୍ତି l
ଏହି ଏମଓୟୁ ଅଧୀନରେ ଜୁନ 2022 ରୁ ଓଡିଶାର ସମସ୍ତ ପଲିଟେକନିକ ଶିକ୍ଷାନୁଷ୍ଠାନରେ ଷ୍ଟେନଲେଶ ଷ୍ଟିଲ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ l