ଷ୍ଟାଫ ସିଲେକ୍ସନର ଦୁଇଟି ପରୀକ୍ଷା ଫଳ ପ୍ରକାଶ

ଓଡିଶା ଷ୍ଟାଫ ସିଲେକ୍ସନ ପକ୍ଷରୁ ଅନୁଷ୍ଠିତ ସିଡି ଇନଷ୍ଟ୍ରକ୍ଟର /ସିନିଅର ଷ୍ଟୋର ଇନଷ୍ଟ୍ରକ୍ଟର -2020ର ପ୍ରିଲିମ ଏବଂ ଜୁନିଅର କ୍ଲର୍କ କମ ଟାଇପିଷ୍ଟ -2019ର ମୁଖ୍ୟ ପରୀକ୍ଷା ଫଳ ୱେବସାଇଟରେ ପ୍ରକାଶ ପାଇଥିବା ବୋର୍ଡ ଚେୟାରମ୍ୟାନ ଅଭୟ ଟ୍ୱିଟ କରି ଜଣାଇଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes