ଷଣ୍ଢା ଗ୍ରାମରେ ଶତାୟୁ ବ୍ୟକ୍ତିଙ୍କ ପରଲୋକ

ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ ଷଣ୍ଢା ଗ୍ରାମର ସମାଜସେବୀ ଆନନ୍ଦ ରାଏଙ୍କ ପରଲୋକ ଘଟିଛି । ତାଙ୍କୁ ୧୦୩ ବର୍ଷ ହୋଇଥିଲା ବୋଲି ପରିବାର ସୂତ୍ରରୁ ପ୍ରକାଶ ।

ସେ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କର ଦୁଇ ପୁତ୍ର ଅଛନ୍ତି । ଜ୍ୟେଷ୍ଠ ପୁତ୍ର ସନ୍ତୋଷ ମୂଖାଗ୍ନୀ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version