ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁ ରଗଡ଼ି ସାହିରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି।
ଶ୍ୱଶୁରକୁ ବାରମ୍ବାର ଟଙ୍କା ମାଗିବାରୁ ଯୁକ୍ତିତର୍କ ପରେ ହତ୍ୟାକାଣ୍ଡ ଘଟିଛି।
ହତ୍ୟା ପରେ ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
Credible Local News of Odisha