କେନ୍ଦ୍ରୀୟ ପରିବେଶ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ ପରେ ବନ୍ଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଅତ୍ୟଧିକ ପରିବେଶ ପ୍ରଦୂଷଣ ସୃଷ୍ଟି ଅଭିଯୋଗରେ ପଦକ୍ଷେପ ନିଆଯାଇଛି। କାରଖାନା ପରିସରରେ ପହଞ୍ଚିଲେ ଉପଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ରାଜସ୍ବ ଅଧିକାରୀ ପହଞ୍ଚିଛନ୍ତି।
Credible Local News of Odisha