ଶ୍ଵେତା ଆତ୍ମହତ୍ୟା ମାମଲାରେ ପୁଲିସ ହେପାଜତରେ ପ୍ରେମିକ

ଭୁବନେଶ୍ୱରରେ ସଫ୍ଟୱେର ଇଞ୍ଜିନିୟର ଶ୍ଵେତାଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କ ପରିବାରର ଅଭିଯୋଗ ଆଧାରରେ ପ୍ରେମିକ ସୌମ୍ୟଜିତ ମହାପାତ୍ରଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ହେପାଜତକୁ ନେଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes