ଶ୍ରେଣୀଗୃହରେ ଫାଟ ମରମତି ଦାବି

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା କାଠୁଆବେଡା ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀଗୃହ ଛାତରେ ଫାଟ ସୃଷ୍ଟି ହେଇଥିବା ଦେଖିବାକୁ ମିଳିଛି ।

ଯାହାକି ପିଲାଙ୍କ ପାଇଁ ସମସ୍ୟା ଉପୁଜୁଛି । ଏନେଇ ଅନେକ ଅଭିଯୋଗ ଗ୍ରାମବାସୀ ତରଫରୁ କରଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନାହାଁନ୍ତି । ତୁରନ୍ତ ମରାମତି କରିବା ପାଇଁ ଦାବି ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes