ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଚବିଶ ପ୍ରହର ପାଇଁ ପ୍ରସ୍ତୁତି

ଆସନ୍ତା ମେ ୧୦ ରୁ ୧୩ ପର୍ଯ୍ୟନ୍ତ ସଦର ବ୍ଲକ ବୋଦା ପଳସା ଗ୍ରାମରେ ଚନ୍ଦ୍ରଶେଖର ମହାଦେବ ମନ୍ଦିର ସମ୍ମୁଖରେ ଶ୍ରୀ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହେବ।

ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ନାମ ସଙ୍କୀର୍ତ୍ତନ ହେବ। ଜିଲା ବାହାରୁ କୀର୍ତ୍ତନ ଦଳ ଆସି ପରିବେଷଣ କରିବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes