ଶ୍ରୀ ଜିଉ ଙ୍କ ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ

କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବ ଜିଉ ଙ୍କ ପବିତ୍ର ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ ଜମିଛି। ଶ୍ରୀ ଜିଉ ଙ୍କୁ ପାରମ୍ପରିକ ରିତୀ ନୀତି ରେ ବିଭିନ୍ନ ପ୍ରକାର ର ସୁନା, ରୂପା, ମୁକ୍ତା, ମାଣିକ୍ୟ ଆଦି ରେ ଖଚିତ ଅଳଙ୍କାର ରେ ସୁସଜ୍ଜିତ କରାଯାଇଛି। ବିଶ୍ବରେ ସର୍ବୋଚ୍ଚ ରଥ ରେ ଶ୍ରୀ ଜୀଉ ବିରାଜ ମାନ ହୋଇଛନ୍ତି ଅପରାହ୍ନ ୪ ଟାରୁ ରାତି ଦଶ ଟା ପର୍ଯ୍ୟନ୍ତ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ, ସିସିଟିଭି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes