ଶ୍ରୀ ଜଗନ୍ନାଥ ଓଡ଼ିଶୀ ସଂକୀର୍ତ୍ତନ କଳା ପରିଷଦ ପକ୍ଷରୁ କଳସ ଯାତ୍ରା

ଅନୁଗୁଳ ତାଳଚେରରେ ଆଜି ଶ୍ରୀ ଜଗନ୍ନାଥ ଓଡ଼ିଶୀ ସଂକୀର୍ତ୍ତନ କଳା ପରିଷଦ କଣିହାଁ ମଣ୍ଡଳ ପକ୍ଷରୁ କଣିହାଁ ବ୍ଲକ ଟାକୁଆ ଗ୍ରାମ ଠାରେ ଥିବା ପଶ୍ଚିମେଶ୍ଵର ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ଉପଲକ୍ଷେ ଆଜି ସକାଳ ୮ଘଟିକା ସମୟରେ ଟିକିରା ନଦୀରୁ ଜଳ କଳସ ଆଣି ଗ୍ରାମ ଶୋଭାଯାତ୍ରା ଓ ହୋମଯଜ୍ଞ ଅନୁଷ୍ଠିତ ହେଉଛି।

ସନ୍ଧ୍ୟା ୭ ଘଟିକା ସମୟରେ ୭୨ ମଣ୍ଡଳୀଙ୍କ ଦ୍ଵାରା ନାମ ସଂକୀର୍ତ୍ତନ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version